ରାଜଧାନୀରେ ସେକ୍ସ ରାକେଟ ଠାବ : ଦୁଇ ଦଲାଲଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ଠାବ ଘଟଣାରେ ଆଜି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଉଭୟଙ୍କୁ ଅପରାହ୍ନ ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଗକୁ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଗତକାଲି ରାଜଧାନୀର ସତ୍ୟନଗର ଅଞ୍ଚଳରୁ ପୁଲିସ ଏକ ସେକ୍ସ ରାକେଟ ଠାବ କରିଥିଲା । ଏହି ଘଟଣାରେ ପୁଲିସ ୪ ଯୁବତୀଙ୍କ ସହ ୨ … Continue reading ରାଜଧାନୀରେ ସେକ୍ସ ରାକେଟ ଠାବ : ଦୁଇ ଦଲାଲଙ୍କୁ ବାନ୍ଧିଲା ପୁଲିସ